Download Now Banner

This browser does not support the video element.

ବଡସାହି: ମୟୁରଭଞ୍ଜ ଏସପିଙ୍କ ନିର୍ଦେଶକ୍ରମେ ଜିଲ୍ଲାବ୍ୟାପୀ ଚାଲିଥିବା ଅପରେସନ ପ୍ରହାର ଅଭିଯାନରେ ବେତନଟୀ ବଜାରରେ ଚଢାଉକରି ଗୁଟଖା ଗାଡି ଜବତକଲା ପୁଲିସ

Barsahi, Mayurbhanj | Sep 7, 2025
ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦେଶକ୍ରମେ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଥିବା ଅପରେସନ ପ୍ରହାର ଅଭିଯାନ ପରିପ୍ରେକ୍ଷୀରେ ବେତନଟୀ ପୁଲିସ ପେଟ୍ରୋଲିଙ୍ଗ ଟିମ ରବିବାର ରାତି ଆଠଟାରେ ବେତନଟୀ ବଜାରରେ ଚଢ଼ାଉକରି ତମ୍ବାଖୁ ଏବଂ ନିକୋଟିନ ମିଶ୍ରିତ ସାମଗ୍ରୀ ଜବତ ସମେତ ଏକ ଗୁଟଖା ବୋଝେଇ ଅଟୋକୁ ମଧ୍ୟ ଜବତ କରାଯାଇଛି l ସ୍କୁଲ,କଲେଜ ସମେତ ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଆଖପାଖ ଦୋକାନରେ ଚଢାଉ ଚାଲିଛି l
Read More News
T & CPrivacy PolicyContact Us