Download Now Banner

This browser does not support the video element.

କେନ୍ଦୁଝର ସହର: ବେଗନା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଗୁରୁତର

Kendujhar Town, Kendujhar | Sep 3, 2025
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଖଜୁରିଡିହା-ଉଦୟପୁର ରାସ୍ତାର ବେଗନା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲ ନିଆ ଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us