Download Now Banner

This browser does not support the video element.

କେନ୍ଦ୍ରାପଡା: ଜିଲ୍ଲା ପରିଷଦ ଭଵନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ,ଯୋଗଦେଲେ ତିନି ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧକ୍ଷା

Kendrapara, Kendrapara | Sep 6, 2025
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଭଵନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠରେ ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା ଦାସ ଅଧକ୍ଷତା କରିଥିଲେ l ବୈଠକରେ ବିଧାୟକ ପ୍ରତାପ ଦେବ,ବିଧାୟକ ଧୃବ ସାହୁ, ବିଧାୟକ ଗଣେଶ୍ୱର ବେହେରା, ଜିଲାପାଳ ରଘୁରାମ ଆର ଆୟର, ସିଡିଏମଓ ଡାକ୍ତର ମନୋରଞ୍ଜନ ରାଉତ,ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ଅଜାମ୍ବର ମହାନ୍ତି ପ୍ରମୁଖ ଉପସ୍ଥିତ ରଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଉଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l
Read More News
T & CPrivacy PolicyContact Us