Download Now Banner

This browser does not support the video element.

ଅନୁଗୋଳ: ଓଗି ଗ୍ରାମରୁ ସ୍ବାମୀ ଫେରାର ହୋଇଥିବା ନେଇ ଏସପିଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ମୋନାଲିସା ପ୍ରଧାନ

Anugul, Angul | Sep 10, 2025
ଏକ ସତର ଦିନର ଶିଶୁ ପୁତ୍ର କୁ ଧରି ଜଣେ ମହିଳା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ଆସିଥିଲେ ଯେ, ତାଙ୍କୁ ତାଙ୍କ ସ୍ଵାମୀ ଛାଡ଼ି କେଉଁ ଆଡେ ଫେରାର ହୋଇ ଯାଇଛନ୍ତି । ତେବେ ଏନେଇ ସେ ପୂର୍ବରୁ ଅନୁଗୋଳ ଟାଉନ ଥାନା ଓ ପରେ ଜରପଡା ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିବା ମହିଳା ଜଣଙ୍କ ଦୁଃଖ ର ସହିତ ପ୍ରକାଶ କରିଛନ୍ତି । ସଂପୂର୍ଣ୍ଣ ଘଟଣାଟି ହେଉଛି ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଓଗି ଗ୍ରାମ ର ମୋନାଲିସା ପ୍ରଧାନ (୨୫) ତିନି ବର୍ଷ ତଳେ ସେଇ ଜରପଡା ଥାନା ଅନ୍ତର୍ଗତ କୋରଡ଼ା ଗ୍ରାମ ର ଉମାକାନ୍ତ ସାହୁ ଙ୍କ ପୁଅ ସୂର୍ଯ୍ୟକାନ୍ତ ସାହୁ ଙ୍
Read More News
T & CPrivacy PolicyContact Us