Download Now Banner

This browser does not support the video element.

ତଲସରା: ତେଲିଘନା ନିକଟରେ ବାଇକ ଦୁର୍ଘଟଣାରେ ଚାଳକ ମୃତ୍ୟୁ କଲେଜ ଛାତ୍ରୀ ସାମାନ୍ୟ ଆହତ

Talasara, Sundargarh | Sep 10, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ତେଲିଘନା ନିକଟରେ ଆଜି ସଂଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ବାଇକ ଚାଳକ ବିଧାୟକ ପ୍ରଧାନ ଙ୍କର ମୃତ୍ୟୁ ଘଟିଛି।ବାଇକ ପଛରେ ବସିଥବା ରାଉରକେଲା ସରକାରୀ କଲେଜର ଛାତ୍ରୀ ରାଜଶ୍ରୀ ସଏ ସାମାନ୍ୟ ଆହତ ହୋଇଛନ୍ତି। ବିଜୁ ଏକ୍ସପ୍ରେସୱେ ରେ ରହିଥିବା ଖାଲ ଯୋଗୁଁ ଭାରସାମ୍ୟ ହରାଇ ଏ‌ହି ଦୁର୍ଘଟଣା ଘଟିଛି।
Read More News
T & CPrivacy PolicyContact Us