This browser does not support the video element.
ବିଞ୍ଝାରପୁର: ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ ଅନୁଷ୍ଠିତ
Binjharpur, Jajpur | Jul 21, 2024
ଯାଜପୁର ରୋଡ-ଧାମରା ରେଳପଥ ପାଇଁ ପ୍ରସ୍ତୁତ ଡିପିଆର ଚୁଡାନ୍ତ ହୋଇଥିବା ବେଳେ ଏହାର ଶିଘ୍ର ମଂଜୁରୀ ପାଇଁ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି । ଯାଜପୁରରୋଡ- ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ମିଳନୀରେ ପରିଷଦର ସଭାପତି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇ ଆଗାମୀ ଦିନରେ ଏହି ପ୍ରକଳ୍ପ ପାଇଁ ନୂଆଦିଲ୍ଲୀରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିିଥିଲେ । ପରିଷଦର ଆବାହକ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି।