Install App
shantanupanda7
This browser does not support the video element.
ରାସଗୋବିନ୍ଦପୁର: ଦାନ୍ତିଆମୁହାଁ ଛକରେ ବାଇକକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ କାର, ବାଇକରେ ଥିବା ମା' ଓ ପୁଅ ଗୁରୁତର, କାର ଓ ବାଇକ ଜବତକଲା ପୁଲିସ
Rasagobindapur, Mayurbhanj | Sep 29, 2025
ମୋରଡାବ୍ଲକ ଅଧୀନ ଦାନ୍ତିଆମୁହାଁ ଛକରେ ସୋମବାର ଅପରାହ୍ନ ଚାରିଟାରେ ଏକ ମୋଟର ସାଇକେଲକୁ ପଛପଟୁ ଆସି ଦ୍ରୁତଗାମୀ କାର ଧକ୍କା ଦେବାରୁ ବାଇକରେ ଥିବା ମା, ପୁଅ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ସୋମବାର ଅପରାହ୍ନରେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଲଙ୍ଗଳକଟା ଗ୍ରାମର ସୁବାଷ ଗୋମାଙ୍ଗଏବଂ ତାଙ୍କ ମାଆ ଭେଣ୍ଡିତା ଗୋମାଙ୍ଗଦୁହେଁ ଏକ ବାଇକରେ ବେତନଟୀ ବଜାରରୁ ଏକ ଏଲଇଡି ଟିଭିକିଣି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!