Download Now Banner

This browser does not support the video element.

ଚମ୍ପୁଆ: କାଟାମାଟି ଖଣି ପାର୍କିଂ ନିକଟରେ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Champua, Kendujhar | Sep 8, 2025
ଯୋଡ଼ା ଥାନା ତଥା ବିଲେଇପଦା ଫାଣ୍ଡି ଅଧିନସ୍ଥ କାଟାମାଟି ଖଣି ପାର୍କିଂ ନିକଟରେ ଆଜି ଏକ ଟ୍ରକରେ ଡ୍ରାଇଭର ଓ ହେଲପର ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିବା ଜଣା ପଡିଛି। ଫଳରେ ଗାଡିର କ୍ୟାବିନ ହୁତୁହୁତୁ ହୋଇ ଜଳି ଯାଉଥିବା ଦେଖା ଯାଇଥିଲା। ପାଖରେ ଥିବା ଡ୍ରାଇଭର ଓ ହେଲପର ସ୍ଥାନ ଛାଡି ଦୂରକୁ ଦୌଡ଼ି ଯାଇଥିଲେ।
Read More News
T & CPrivacy PolicyContact Us