Download Now Banner

This browser does not support the video element.

ସୋରଡା: ବଡ଼ଗଡ଼ଥାନା ସରାବାଡି ଗାଁ ଜରାଉ ନଦୀକୁ ଗାଧେଇବାକୁ ଯାଇ ଭାସିଗଲେ ବୃଦ୍ଧ।ଦୁଇ କିଲୋମିଟର ଦୂରରୁ ଉଦ୍ଧାରକଲେ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ

Surada, Ganjam | Aug 30, 2025
ଗଞ୍ଜାମ ବଡ଼ଗଡ଼ ଥାନା ସରାବାଡି ଗାଁ ନିକଟ ଜରାଉ ନଦୀ କୁ ଗାଧେଇବାକୁ ଯାଇ ଭାସିଗଲେ ବୃଦ୍ଧ। ଦୁଇ କିଲୋମିଟର ଦୂର ରୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ। ମୃତକ ହେଲେ ସରାବାଡି ଗାଁ ର ଗାଣ୍ଡୁ ବେହେରା | ସୂଚନା ମୁତାବକ ଦିନ ଗୋଟିଏ ବେଳେ ନଦୀକୁ ଗାଧୋଇବା ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ସମୟରେ ସରାବାଡି ଗାଁ ନିକଟ ଜରାଉ ସେତୁ ପାଖରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଖିଥିଲେ | ସୋରଡ଼ା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us