Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଦ୍ଵାରଶୁଣି ଘାଟିରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଓ ହେଲ୍ପର ଆହତ ହୋଇ ମେଡ଼ିକାଲରେ ହେଲେ ଭର୍ତ୍ତି

Baripada M, Mayurbhanj | Aug 23, 2025
ଦ୍ଵାରଶୁଣି ଘାଟି ରେ ଶନିବାର ପୁଣି ହୋଇଛି ଟ୍ରକ ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ ୪ଟାରେ ଦ୍ଵାରଶୁଣି ଘାଟିରେ ଏକ ଟ୍ରକ ଭାରଶ୍ୟାମ ହରାଇ ରାସ୍ତା କଡକୁ ଖସିପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ହେଲ୍ପର ଜଣକ ଚାପି ହୋଇ ରହିଥିବା ବେଳେ ବାଙ୍ଗିରିପୋଷି ଫାୟାର ସର୍ଭିସ ଘଟଣା ସ୍ଥଳ ରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଡ୍ରାଇଭର ଓ ହେଲପର ଉଭୟ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us