Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର କିରିପ ସିରା ନିକଟରୁ ବେପରୁଆ ଗାଡ଼ି ଚାଳନା କରି ସମସ୍ୟା ସୃଷ୍ଟି କରିଥିବା ଟ୍ରଲର ଚାଳକ ହେମଗିର ପୋଲିସ ଦ୍ବାରା ଗିରଫ

Sundargarh Town, Sundargarh | Sep 6, 2025
ହେମଗିର କିରିପ ସିରା ନିକଟରୁ ବେପରୁଆ ଗାଡ଼ି ଚାଳନା କରି ଦୀର୍ଘ ସମୟ ଧରି ରାସ୍ତା ଜାମ କରି ରଖିବା , ଟ୍ରାଫିକ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ଜଣେ ଟ୍ରଲର ଚାଳକ ହେମଗିର ପୋଲିସ ଦ୍ବାରା ଘଟଣା ସ୍ଥଳରୁ ଗିରଫ। ତେବେ ଏହି ଚାଳକଙ୍କ କାଣ୍ଡ କାରନାମା ଯୋଗୁଁ ସଧାରଣ ଲୋକଙ୍କ ଯାତାୟାତ କରିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଚାଳକଙ୍କ ଦ୍ଵାରା ଉପୁଜିଥିବା ଟ୍ରାଫିକ ସମସ୍ୟା ଯୋଗୁଁ ଦିନ 1 ଟା ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ତେବେ ହେମଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚାଳକକୁ ଗିରଫ କରିବା ସହ ଟ୍ରଲରକୁ ମଧ୍ୟ ଜବତ କରି ଥାନାକୁ ନେଇଛନ୍ତି।
Read More News
T & CPrivacy PolicyContact Us