This browser does not support the video element.
ଝାରସୁଗୁଡା: ବାରିକଡେରା ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଏକ ଭାରୀଯାନ
Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାରିକଡେରା ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଏକ ଭାରୀଯାନ l ଗତକାଲି ବିଳମ୍ବିତ ରାତିରେ ଏହି ଭାରୀଯାନ ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ସକଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ଆଜି ଶୁକ୍ରବାର ସକାଳ ୮ ଟା ରେ ପୋଲିସ କୁ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ କୁମ୍ଭାରବନ୍ଦ ପଟୁ ଦଳଗାଁ ପଟକୁ ପଥର ମେଟାଲ ଚିପ୍ସ ନେଇ ଯାଉଥିବା ଏହି ଭାରୀଯାନ ଟି ଭରସାମ୍ୟ ହରାଇ ବାରିକଡେରା ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତା କଡ଼ରେ ଓଲଟି ପଡିଛି l