Install App
kishoreacharya
This browser does not support the video element.
ଆନନ୍ଦପୁର: ଅଧିକାଂଶ ସମୟରେ ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ ବନ୍ଦ କୁ ନେଇ ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ
Anandapur, Kendujhar | Sep 12, 2025
ହାଟଡିହି ତହସିଲ ଅଧୀନସ୍ଥ ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଆଜି ଦିନ ସାଢେ୧୧ଟା ବେଳେ ଲୋକେ ଏନେଇ ପ୍ରତିବାଦ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!