Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ବାଇକ୍ ଚୋରି ଘଟଣାର ତଦନ୍ତ କରି ଆନ୍ତଃ ଜିଲା ଚୋରି ଗ୍ୟାଙ୍ଗର ଆଉ ଜଣେ ଚୋରକୁ ମଙ୍ଗଳବାର ଜଗତସିଂହପୁରରୁ ଗିରଫ କରିଛି ସିଆରଆରଆଇ ପୁଲିସ।
Cuttack M Corp PS, Cuttack | Sep 9, 2025
ବାଇକ୍ ଚୋରି ଘଟଣାର ତଦନ୍ତ କରୁକରୁ ଏକ କୁଖ୍ୟାତ ଆନ୍ତଃଜିଲା ଚୋରି ଗ୍ୟାଙ୍ଗର ଆଉ ଜଣେ ଚୋରକୁ ଜଗତସିଂହପୁରରୁ ଗିରଫ କରିଛି ସିଆରଆରଆଇ ପୁଲିସ। ଅଭିଯୁକ୍ତ ଜଣକ ହେଲା ବିଦ୍ୟାଧରପୁର ଛକ ସାହିର ଦେବାଶିଷ ମହାରଣା ଓରଫ ଜଗା। ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ମଙ୍ଗଳବାର ରାତି ୧୦ ଟାରେ ପୋଲିସ ସୂଚନା ଦେଇଛି। ପୂର୍ବରୁ ପୁଲିସ ଏହି ଗ୍ୟାଙ୍ଗର ୪ଜଣ ଙ୍କୁ ପୋଲିସ ଗିରଫ କରିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!