Download Now Banner

This browser does not support the video element.

କେନ୍ଦୁଝର ସହର: କେନ୍ଦୁଝର ଠାରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ:ଆଜିଠୁ ସରକାରୀ କାର୍ଯ୍ୟରେ ଯୋଗ ଦେଲେ

Kendujhar Town, Kendujhar | Aug 26, 2025
ନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ତା ୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ରହି ତାଙ୍କର ୧୦ ଦଫା ଦାବି ନେଇ ଆନ୍ଦୋଳନରେ ଥିଲେ। ଏହି ପରିପ୍ରେକ୍ଷୀରେ ରାଜସ୍ବ ଅମଲା କାର୍ଯ୍ୟରେ ଯୋଗ ଦାନ କରିଛନ୍ତି ।
Read More News
T & CPrivacy PolicyContact Us