This browser does not support the video element.
ମୋହନା: ବଢ଼େଇପୁର ଗାଁ ନିକଟସ୍ଥ ନଦୀରୁ ଗଳିତ ମୃତଦେହ ଉଦ୍ଧାର
Mohana, Gajapati | Aug 22, 2025
ମୋହନା ଥାନା ଅନ୍ତର୍ଗତ ବଢ଼େଇପୁର ଗାଁ ନିକଟସ୍ଥ ନଦୀରୁ ଆଜି ରାତ୍ର ୮ ଘଣ୍ଟ ସମୟରେ ଗଳିତ ମୃତ ଦେହ ଉଦ୍ଧାର କରିଛି ମୋହନା ପୋଲିସ। ଆଜି ସନ୍ଧ୍ୟା ସମୟରେ କିଛି ଯୁବକ ମୃତ ଦେହ ନଦୀ ରେ ଥିବା ଦେଖି ମୋହନା ପୋଲିସ କୁ ଖବର ଦେଇଥିଲେ।ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତ ଦେହ କୁ ଦେଖିଥଲେ। ପରେ ମୋହନା ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତ ଦେହ କୁ ଉଦ୍ଧାର କରିଥି