Download Now Banner

This browser does not support the video element.

ତଲସରା: ଭୋଇପାଲି ୟୁପି ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ

Talasara, Sundargarh | Sep 1, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଭୋଇପାଲି ୟୁପି ସ୍କୁଲର ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ପବିତ୍ର ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବ ରେ ଆଲୁମନି ସଭାପତି ରବିନ୍ଦ୍ର ପଟେଲ,ଉପ ସଭାପତି ଲାଲମୋହନ ନାଏକ,ସଭ୍ୟ ଗୋବିନ୍ଦ ମହାନନ୍ଦ, ଗୋପାଳଚନ୍ଦ୍ର ପଟେଲ, ଶୁଶିଲ ପଟେଲ, ପରମାନନ୍ଦ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶିକ୍ଷକ ମନଧର ସା ଧନ୍ୟବାଦ ଅର୍ପଣ କରିଥିଲେ।
Read More News
T & CPrivacy PolicyContact Us