This browser does not support the video element.
ଅନୁଗୋଳ: ସରକାରୀ ଜାଗାରେ ମେଡିକାଲ ତିଆରି ବେଳେ ବିରୋଧ କରି ଆଙ୍କୁଲା ଗ୍ରାମରେ ପ୍ରତିକ୍ରିୟା ରଖିଲେ ସତ୍ୟଜିତ ସାହୁ
Anugul, Angul | Sep 12, 2025
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ପଞ୍ଚାୟତ ଅଧୀନରେ ଆସୁଥିବା ଆଙ୍କୁଲା ଗ୍ରାମର ସରକାରୀ ଜାଗାରେ ମେଡିକାଲ ତିଆରି ବେଳେ ବିରୋଧୀ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ସୂଚନା ଯେ, ଟାଉନ ଥାନା ଅନ୍ତର୍ଗତ ସୁସୁଡା ପଞ୍ଚାୟତ ଅଧୀନରେ ଆସୁଥିବା ଆଙ୍କୁଲା ଗ୍ରାମର ପ୍ଲଟ ନମ୍ବର ୩୧୬ ଏବଂ ୩୧୭ ଜାଗା ଉପରେ ଜିଲ୍ଲା ଖଣିଜ ପାଣ୍ଠି ର ଅନୁଦାନରେ ଏକ ସରକାରୀ ମେଡିକାଲ ତିଆରି ହେବା ନେଇ ନିଷ୍ପତ୍ତି ହେଲା। ସମସ୍ତ ଗ୍ରାମବାସୀ ଏବଂ ୧୦ ଖଣ୍ଡ ମୌଜା ଏଥିରେ ଉପକୃତ ହେବ। ଯାହାକୁ ଆଙ୍କୁଲା ଗ୍ରାମର ମୋହନ ଚରଣ ସାହୁ ସହ ପରିବାର ବିରୋଧ କରୁଛନ୍ତି। ଗତ ୯ ତାରିଖ ଦିନ ମେଡିକାଲ କାର୍ଯ୍ୟ ପାଇଁ ରୋ