Install App
sanjayakumar.naik
This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଦେଖିଲେ ବିଧାୟକ ନବୀନ ଜୈନ ଓ ବିଜେପି କର୍ମୀ
Titlagarh, Balangir | Aug 31, 2025
ଟିଟିଲାଗଡ଼ ବିଜେପି କାର୍ଯ୍ୟ।ଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଟ ଭାରତ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ସହ ମିଶି ବିଜେପି କାର୍ଯ୍ୟାଳୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ କି ବାତ ୧୨୫ ତମ ବାର୍ତ୍ତା ଶୁଣିଲେ ବିଜେପି କର୍ମି ଓ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ।
Share
Read More News
T & C
Privacy Policy
Contact Us
Your browser does not support JavaScript!