This browser does not support the video element.
ସୁନ୍ଦରଗଡ ସହର: କେପ୍ସେ ନାଳାରେ ଉଜ୍ଜ୍ୱଳ ପୁର ଏକ୍ସସାଇଜ ଷ୍ଟେସନ ଅଧିକାରୀଙ୍କ ଚଢାଉ,1800kg ପୋଚ ଓ 200ଲିଟର ମଦ ନଷ୍ଟ
Sundargarh Town, Sundargarh | Sep 27, 2025
ଆଜି ସେପ୍ଟେମ୍ୱର 27 ତାରିଖ ପୂର୍ବାହ୍ନ 11:20 ପାଖାପାଖି ସମୟରେ ଏହି ଚଢାଉ କରାଯାଇଥିଲା। ତେବେ ଅବକାରୀ ବିଭାଗର ଏହି ଅପରେସନ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ତେବେ ଏହି ସ୍ଥାନରେ କେତେକ ମଦ ମାଫିଆ ଅବାଧରେ ଏହି କାରବାର କରୁଥିବା ନେଇ ଅବକାରୀ ଅଧିକ୍ଷଙ୍କ ସିଦ୍ଧେଶ୍ୱର ବେଶ୍ରାଙ୍କ ନିକଟକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା। ତାଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିଲା। ତେବେ ଅବକାରୀ ବିଭାଗ କର୍ମୀ ଓ ଅଧିକାରୀ ମାନେ ଚଢ଼ାଉ ସ୍ଥଳରେ ପହଞ୍ଚିବା ପୂର୍ବରୁ ସୁରାକ ପାଇ ମଦ ମାଫିଆ ମାନେ ଫେରାର ମାରିଥିଲେ। ତେବେ ଅବକାରୀ ବିଭାଗ ଘଟଣା ସ୍ଥଳରେ 1800kg ଏଫ୍ ଏମ୍ ୱାସ ଓ 200ଲିଟର