Download Now Banner

This browser does not support the video element.

କେନ୍ଦୁଝର ସହର: ଲଗାଣ ବର୍ଷାରେ ଭାଙ୍ଗିଲା କାମେଶ୍ବରପୁରର ଦୁଇ ଜଣଙ୍କ ଘର କାନ୍ଥ, ଅଳ୍ପକେ ବଞ୍ଚିଲେ ୨ଟି ପରିବାର

Kendujhar Town, Kendujhar | Aug 23, 2025
ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ କାମେଶ୍ଵର ପୁର ଗ୍ରାମର ଅମୂଲ୍ୟ ନାଏକଙ୍କ ପରିବାର ଲୋକେ ଘର ଭିତରେ ଶୋଇବା ସମୟରେ ଲଗାଣ ବର୍ଷା ହେବାରୁ ଘର କାନ୍ଥ ସଂପୂର୍ଣ୍ଣ ଭାଙ୍ଗି ଯାଇଛି ଘରଭିତରେ ଶୋଇବା ପରିବାର ଲୋକେ ଅଳ୍ପକେ ବଞ୍ଚିଛି ଯାଇଛନ୍ତି ସେହି ଛୁଟୁ ନାଏକଙ୍କ ମଧ୍ୟ ଘରେ ପରିବାର ଲୋକେ ଶୋଇବା ସମୟରେ କାନ୍ଥ ଭାଙ୍ଗି ଯାଇଛି ତୁରନ୍ତ ଏମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।
Read More News
T & CPrivacy PolicyContact Us