Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ଜଗନ୍ନାଥ ମନ୍ଦିର ଠାରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

Anugul, Angul | Aug 31, 2025
ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଏକ ସାଇକେଲ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, କ୍ରୀଡାବିତ୍,ବିଭିନ୍ନ ଖେଳସଙ୍ଘ ର କର୍ମକର୍ତ୍ତା,ଅନୁଗୋଳ govt କଲେଜ ର NCC ଛାତ୍ର ଛାତ୍ରୀ ଓ NCC ଅଫିସର ଶ୍ରୀ ରାକେଶ ରଞ୍ଜନ ବେହେରା ଯୋଗ ଦେଇଥିଲେ। ଏହି ପଦଯାତ୍ରା କୁ ଶ୍ରୀ ବିନୋଦ ଚନ୍ଦ୍ର ଦେହୁରୀ କ୍ରୀଡା ଶିକ୍ଷକ ଅନୁଗୋଳ ହାଇସ୍କୁଲ, ଶ୍ରୀମତୀ ସୁନତି ଦାସ କ୍ରୀଡା ଶିକ୍ଷୟତ୍ରୀ Govt Girls ହାଇସ୍କୁଲ, ଟାଉନ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ,PTC ହା
Read More News
T & CPrivacy PolicyContact Us