Download Now Banner

This browser does not support the video element.

ଢେଙ୍କାନାଳ ସଦର: ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ ସହ ବ୍ୟାପକ ଦେଶୀ ଓ଼ ବିଦେଶୀ ମଦ ଜବତ |

Dhenkanal Sadar, Dhenkanal | May 1, 2024
ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ ସହ ବ୍ୟାପକ ଦେଶୀ ଓ଼ ବିଦେଶୀ ମଦ ଜବତ କରାଯାଇଛି | ଜିଲ୍ଲାରେ ପ୍ରତ୍ୟେକ ଦିନ ଏଭଳି ଚଢ଼ାଉ କରି ସମ୍ପୂର୍ଣ୍ଣ ବେଆଇନ ନିଶା କାରବାରକୁ ବନ୍ଦ କରାଯିବା ବୋଲି ଅବକାରୀ ଅଧିକ୍ଷକ ଜଣାଇଛନ୍ତି | ନିର୍ବାଚନ ସମୟ ଥିବାରୁ ଜିଲ୍ଲାର ସୀମା ଅଞ୍ଚଳରେ ବ୍ୟାପକ ଚେକିଂ କରାଯିବ ବୋଲି ସେ କହିଛନ୍ତି |
Read More News
T & CPrivacy PolicyContact Us