This browser does not support the video element.
ଆସିକା: ଧନିଜା ଗ୍ରାମ ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଲେ ଆସିକା ବିଡ଼ିଓ
Asika, Ganjam | Aug 23, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବଡଖୋଲି ପଞ୍ଚାୟତ ଧନିଜା ଗ୍ରାମ ଗ୍ରସ୍ତ କରିଛନ୍ତି ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶ l ବିଡିଓ ଗ୍ରାମରେ ସ୍ଥାପିତ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ l ଛତୁ ପ୍ରସ୍ତୁତି ରେ କିଭଳି ସ୍ୱଛତା ପ୍ରଦର୍ଶନ କରାଯାଉଛି l ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ପ୍ରଦାନ କରାଯାଉଥିବା ସାମଗ୍ରୀ ଓଜନ ଓ ଗୁଣବତ୍ତା କିଭଳି ରହିଛି ତାହାର ଯାଞ୍ଚ କରିଥିଲେ ବିଡ଼ିଓ l ଏହା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ l