This browser does not support the video element.
ତଲସରା: ଇତମା ହାଇସ୍କୁଲ ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
Talasara, Sundargarh | Sep 25, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଇତମା ସ୍ଥିତ ଲକ୍ଷ୍ମୀଚାନ୍ଦ ବୋଥ୍ରା ହାଇସ୍କୁଲ ପ୍ରାଙ୍ଗଣରେ ଆଜି ବଡ଼ଗାଁ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଏହି ପ୍ରତିଯୋଗିତା ରେ ବଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହିରୋ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ଆୟୋଜକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲଳିତ ସାହୁ ପରିଚାଳନା କରିଥିଲେ।