This browser does not support the video element.
ଖରିଆର: ତୁକଲା ରିଶିପିଟି ଠାରେ ବିଜେପିର ବୈଠକ ଅନୁଷ୍ଠିତ
Khariar, Nuapada | Sep 10, 2025
ଆସନ୍ତା ସେବା ପକ୍ଷ ପାଳନ ପାଇଁ ଆଜି ୨ ଟା ପର୍ଯ୍ୟନ୍ତ ତୁକଲା ସ୍ଥିତ ଗ୍ରାମର ରିଶିପିଟି ଠାରେ ଭାରତୀୟ ଜନତା ପାଟି ରିଶିପିଟି ମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କିଶୋର ଚଲାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବେଳେ ବୈଠକରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ବିଶି, ପୂର୍ବତନ ମଣ୍ଡଳ ସଭାପତି ଦଧି ମୋହନ ପଟେଲ ଓ ପ୍ରଶାନ୍ତ ଦାସ, ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ହଂସଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।