Download Now Banner

This browser does not support the video element.

ଭୋଗରାଇ: ଶଙ୍ଖାରିରେ ସ୍ବାଧୀନତା ସଂଗ୍ରାମୀ ଦୁର୍ଗା ଦାସଙ୍କ ୧୦୬ତମ ଜୟନ୍ତୀ ପାଳିତ,ଯୋଗ ଦେଲେ ବିଧାୟକ

Bhograi, Balasore | Sep 29, 2025
ସ୍ବାଧୀନତା ସଂଗ୍ରାମୀ ଦୁର୍ଗା ଦାସଙ୍କ ୧୦୬ତମ ଜୟନ୍ତୀ ଦୁର୍ଗା ଶଙ୍କର ଦାସ ଥିଲେ ଉତର ପିଢୀଙ୍କ ପାଇଁ ଆଲୋକ ବର୍ତିକା ବୋଲି ଭୋଗରାଇର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦୁର୍ଗା ଶଙ୍କର ଦାସଙ୍କ ୧୦୬ତମ ଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି। ଦୁର୍ଗା ଦାସ ଫାଉଣ୍ଡେସନ ଏବଂ ମନ୍ମଥ-ମନୋଜ ଫାଉଣ୍ଡେସନର ମିଳିତ ସହଯୋଗରେ ଶଙ୍ଖାରି ମନ୍ମଥ-ମନୋଜ ସ୍ମାରକୀ ସଭାଗୃହରେ ଏନେଇ ଆୟୋଜିତ ସଭାକୁ ଭୋଗରାଇର ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ ଅଧ୍ୟକ୍ଷତା କରିଥିଲେ।
Read More News
T & CPrivacy PolicyContact Us