This browser does not support the video element.
ବସ୍ତା: ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିୟୁ ବୁଲବୁଲ ହୋଟେଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ପୋଲିସର ତଦନ୍ତ ଜାରି
Basta, Balasore | Aug 22, 2025
ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିୟୁ ବୁଲବୁଲ ହୋଟେଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜୈନିକା ମହିଳାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ରାସ୍ତା ପାରି ହେଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବସ୍ତା ହସ୍ପିଟାଲକୁ ପଠାଇଥିଲେ।ଆଜି ଜଣାଯାଇଛି