Download Now Banner

This browser does not support the video element.

ଚମ୍ପୁଆ: ଦବୁନା-ପିଢ଼ପୋଖରୀ ରାସ୍ତାର ସେକ୍ରାଡିହି ଖଣି ନିକଟରେ ଦେଖାଗଲା ବିରାଟ ଅଜଗର

Champua, Kendujhar | Aug 23, 2025
ଚମ୍ପୁଆ ରେଞ୍ଜ ଦବୁନା-ପିଢ଼ପୋଖରୀ ରାସ୍ତା ସେକ୍ରାଡିହି ଖଣି ନିକଟରେ ଗତ ରାତିରେ ପ୍ରାୟ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ରାସ୍ତା ପାର କରୁଥିବା ଦେଖା ଯାଇଛି। କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ବିରାଟ ଅଜଗରକୁ ଦେଖି ଅଟକି ଯାଇଥିଲେ। କିଛି ସମୟ ପରେ ଉକ୍ତ ଅଜଗର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା।
Read More News
T & CPrivacy PolicyContact Us