Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସମ୍ମିଳନୀ କକ୍ଷଠାରେ ଆୟୋଜିତ ଯୌତୁକ ନିରୋଧ ଆଇନ ଏବଂ ଘରୋଇ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଉପ ମୁଖ୍ୟମନ୍ତ୍ରୀ
Bhubaneswar M Corp, Khordha | Sep 9, 2025
ରାଜଧାନୀ ସ୍ଥିତ ସମ୍ମିଳନୀ କକ୍ଷଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଯୌତୁକ ନିରୋଧ ଆଇନ ଏବଂ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କିତ ରାଜ୍ୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ ଦମନ କରିବା ପାଇଁ ରହିଥିବା ଆଇନଗୁଡ଼ିକ ବାବଦରେ ସଚେତନତା ସହ କାମରେ ଲଗାଇବା ବାବଦରେ ଏହି ଅବସରରେ ଆଲୋକପାତ କରିଲେ। ଏହି ଆଇନଗୁଡ଼ିକର ଦୁରୂପଯୋଗ ଯେପରି ନହୁଏ, ସେ ଦିଗରେ ସଚେତନତା ପାଇଁ ମଧ୍ୟ ଆହ୍ୱାନ ଦେଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!