Install App
shantanupanda7
This browser does not support the video element.
ବଡସାହି: ବାମଡା ଗ୍ରାମରେ କମେଣ୍ଟମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ, ନାବାଳକ ବାପାଙ୍କ ପେଟରେ ସ୍କୃଡ୍ରାଇଭର ଭୁସିଦେଲେ ଯୁବକ, ବୟାନ ରେକର୍ଡକଲା ପୁଲିସ
Barsahi, Mayurbhanj | Aug 30, 2025
ବୈଶିଙ୍ଗା ଥାନା ଅଧୀନ ବାମଡା ଗ୍ରାମରେ କମେଣ୍ଟମରାକୁ କେନ୍ଦ୍ରକରି ଏହା ତୁମୁଳକାଣ୍ଡରେ ପରିଣତ ହୋଇଥିବା ବେଳେ ଶନିବାର ରାତି ଏଗାରଟାରେ ସ୍କୃ ଡ୍ରାଇଭର ଭୂଷି ଦେବାରୁ ଜଣଙ୍କର ଅବସ୍ଥା ଶଙ୍କଟାପନ୍ନ ହୋଇଥିବା ବେଳେ ଅନ୍ୟଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ କୌଣସି କଥାକୁ ନେଇ ଜନୈକ ନାବାଳକ ଓ ଯୁବକଙ୍କ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲା l ଏନେଇ ଗାଁରେ ବୈଠକ ବସିଥିଲେ ସୁଦ୍ଧା ଶନିବାର ରାତିରେ ଭୟଙ୍କର ରୂପ ନେଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!