Download Now Banner

This browser does not support the video element.

ନୂଆପଡା: ନୂଆପଡ଼ାରେ ବିଧାୟକଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲା ପରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା

Nuapada, Nuapada | Sep 9, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତିମ ସଂସ୍କାର ଆଜି ଖରିଆର ରୋଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ। ଗତକାଲି ତାଙ୍କର ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଆଜି ଦିନ ଦୁଇଟା ସମୟରେ ତାଙ୍କର ପାର୍ଥିବ ଶରୀରକୁ ନୂଆପଡ଼ାକୁ ଅଣା ଯାଇଥିଲା। ଦିନ ଦୁଇଟା ସମୟରେ ଅନ୍ତିମ ଦର୍ଶନ କରିବା ପରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us