Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୟୁନିଟ 9 ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ ରୁ ଖସିପଡ଼ିଲା ସିଲିଂ, କାହାର କୌଣସି ଘଟିନାହିଁ କ୍ଷତି

Bhubaneswar M Corp, Khordha | Sep 10, 2025
ୟୁନିଟ 9 ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ ରୁ ଖସିପଡ଼ିଲା ସିଲିଂ, କାହାର କୌଣସି ଘଟିନାହିଁ କ୍ଷତି | ଆଜି 10.34ରେ ୟୁନିଟ 9 ବାଳକ ଉଚ୍ଚ ବିଦ୍ୟାଳୟ ଛାତ ସିଲିଂ ଖସି ପଡିଛି । 5T ଅଧୀନରେ ଏହି ସ୍କୁଲ ତିଆରି ହୋଇ ଥିଲା । ଆଜି ଭୁଶୁଡି ପଡିଛି ଛାତ ର ସିଲିଂ । ତେବେ କାହାର କୌଣସି କ୍ଷତି ଘଟିନଥିବା ସୂଚନା ମିଳିଛି | ଯଦି କ୍ଲାସ ଚାଲୁଥିବା ବେଳେ ଛାତ ର ସିଲିଂ ଖସି ଥାନ୍ତା ତେବେ କଣ କ୍ଷତି ଘଟିଥାନ୍ତା ତାର ଅନୁମାନ କରାଯାଉଛି | ସେପଟେ ଏହି ଘଟଣାରୁ ଜଣା ପଡୁଛି ପୂର୍ବ ସରକାର ଅର୍ଥାତ ବିଜେଡି ସରକାର ସମୟରେ 5T ଦୁର୍ନୀତି ଚରମ ସୀମାରେ ପହଂଚି ଥିଲା
Read More News
T & CPrivacy PolicyContact Us