Download Now Banner

This browser does not support the video element.

ନୟାଗଡ: ଇଟାମାଟି ଥାନା ନାଟୁଗାଁ ରେ ଦିନ ଦ୍ୱିପ୍ରହରେ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା , ଆଜି ସକାଳ ଆଠ ଘଟିକା ସମୟରେ ଭିଡ଼ିଓ ହେଲା ଭାଇରାଲ #vairal

Nayagarh, Nayagarh | Aug 22, 2025
ଦିନ ଦ୍ୱିପ୍ରହରେ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା , ଆଜି ସକାଳ ଆଠ ଘଟିକା ସମୟରେ ଭିଡ଼ିଓ ହେଲା ଭାଇରାଲ। ଘଟଣା ୭ ଦିନ ରୁ ଉର୍ଦ୍ଧ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀ କୁ ଧରିବାରେ ବିଫଳ। ନ୍ୟାୟ ଦାବିରେ ଗତକାଲି ଅତିରିକ୍ତ Sp ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ। ଚଳିତ ମାସ ୧୩ ତାରିଖ ଦିନ କୌଣସି କାରଣ କୁ ନେଇ ଇଟାମାଟି ଥାନା ନାଟୁଗାଁ ର ଯୁଗଳ ପରିଡା ଙ୍କ ଘରକୁ ମୁନା ପରିଡା, ଆଲୋକ ପରିଡା ଓ ରିତୁ ପ୍ରଧାନ ଖଣ୍ଡା ଓ ମାରଣା ଅସ୍ତ୍ର ଧରି ଆକ୍ରମଣ କରିଥିଲେ। ସେଥିରେ ତାଙ୍କ ଭାଉଜ ଓ ପୁତୁରା ସାମାନ୍ୟ ଆହାତ ହୋଇଥିଲେ ମଧ୍ୟ ବୃଦ୍ଧା ମା ଗୁରୁତର ଆହାତ ହୋଇଥିଲେ। ଇଟାମାଟି ପୋ
Read More News
T & CPrivacy PolicyContact Us