This browser does not support the video element.
ଢେଙ୍କାନାଳ ସଦର: କପିଳାସରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ
Dhenkanal Sadar, Dhenkanal | Aug 24, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କପିଳାସ ହୋଟେଲ ନିରୁପମା ଠାରେ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ତଥା ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ସର୍ବସାଧାରଣ ଜନ ଅଭିଯୋଗ ସୂଣାଣି କରିଥିଲେ। ସେଠାରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମରେ ଥିବା ପାନୀୟ ଜଳ, ରାସ୍ତା, ବିଦ୍ୟୂତ୍, ରାଜସ୍ବ ଗ୍ରାମ,ତଥା ଭତ୍ତା ଆଦି ସମ୍ବନ୍ଧୀୟ ପ୍ରାୟ 70 ରୁ ଉର୍ଦ୍ଧ ଅଭିଯୋଗ ଶୁଣାଣୀ କରି ଅନେକ ତତ୍ କ୍ଷଣାତ଼ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।