Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନା ଦୁର୍ଗାପୁଜା କମିଟୀ ତରଫରୁ ଆସନ୍ତା ଦୁର୍ଗପୁଜା ଉପଲକ୍ଷେ ଆଜି ରାବଣ ଭୁମିକା ପାଇଁ ଚିଚିଣ୍ଡା ର ଝସକେତନ ପ୍ରଧାନ ଙ୍କୁ ବରଣ କରାଗଲା
Ambabhona, Bargarh (Baragarh) | Sep 8, 2025
ଅମ୍ବାଭୋନା ଦୁର୍ଗାପୁଜା କମିଟୀ ତରଫରୁ ଆସନ୍ତା ଦୁର୍ଗାପୁଜା ଉପଲକ୍ଷେ ରାବଣ ଭୁମିକା ପାଇଁ ଚିଚିଣ୍ଡା ରେ ଆଜି 8:30 PM ରେ ବରିଷ୍ଠ କଲାକାର ଝସକେତନ ପ୍ରଧାନ ଙ୍କୁ ବରଣ କରାଯାଇଛି। ଆସନ୍ତା 28/9/2025 ରୁ 2/10/2025 ପର୍ଯ୍ୟନ୍ତ ଅମ୍ବାଭୋନା ଦୁର୍ଗାପୁଜା ଅବସରରେ ଅଭିନୟ କରିବେ ବୋଲି କମିଟି ସୁତ୍ରରୁ ପ୍ରକାଶ ।
Share
Read More News
T & C
Privacy Policy
Contact Us
Your browser does not support JavaScript!