Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ପୋଲିସ ପଡିଆ ଜିଲ୍ଲା ପୋଲିସର ଦୁର୍ଗା ମେଢରେ ଅଷ୍ଟମୀ ପୂଜା ସହ ପୋଲିସ ସଚେତନତା

Koraput Town, Koraput | Sep 30, 2025
କୋରାପୁଟ ପୋଲିସ ପଡ଼ିଆରେ ମଙ୍ଗଳବାର ସଂନ୍ଧ୍ୟା ୫ଘଣ୍ଟା ସମୟରେ ମହା ଆଡ଼ମ୍ବରରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ମେଢରେ ପୋଲିସ ସଚେତନତା ଦେଖିବାକୁ ଲୋକଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ମୋଟୁ ପତଲୁ ର ସାଇବର ସଚେତନତା ସହ ଟ୍ରାଫିକ ନିୟମ ଅବମାନନା, ଚୋରି ଡ଼କାୟତି ରୁ ରକ୍ଷା ପାଇବା ଭଳି ବିଭିନ୍ନ ସଚେତନତା ବାର୍ତ୍ତା ପୋଲିସ ପକ୍ଷରୁ ଦିଆଯାଇଛି।
Read More News
T & CPrivacy PolicyContact Us