Install App
ganesh35991
This browser does not support the video element.
ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
Surada, Ganjam | Sep 1, 2025
ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବ୍ଲକ ଅନ୍ତର୍ଗତ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆୟୋଜିତ ଡ୍ରାଇଭର ଦିବସରେ ସାଧାରଣ ସଭା କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ଡ୍ରାଇଭର ଭାଇମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ତାଙ୍କର ସମସ୍ୟାକୁ ହୃଦୟଙ୍ଗମ କଲେ | ଅଜସ୍ର ସ୍ନେହ,ଭଲପାଇବା ଓ ଆଶୀର୍ବାଦ କରିଥିବାରୁ ସମସ୍ତ ଡ୍ରାଇଭରଭାଇଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବିଧାୟକ.
Share
Read More News
T & C
Privacy Policy
Contact Us
Your browser does not support JavaScript!