This browser does not support the video element.
ପାଟଣାଗଡ: ମୁଣ୍ତୋମହୁଲ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Patnagarh, Balangir | Aug 25, 2025
ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମଣ୍ତୋମହୁଳ ପଞ୍ଚାୟତ କାର୍ଯ୍ୟ ଳୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ସୋମବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଡ଼ିଓ ସୁମନ ମିଞ ଯୋଗ ଦେଇ ଲୋକ ଙ୍କ ଅଭିଯୋଗ ଗ୍ରହଣ କରି ଶୁଣାଣୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ