Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ଥାନା ହାଟୁଆରୀ ନିକଟ ରବିବାର ୨ଟାରେ ରାମିଆଳ ନଦୀରେ ବୁଡିଯାଇ ନାବାଳକ ମୃତ

Kamakshyanagar, Dhenkanal | Aug 31, 2025
କାମାକ୍ଷାନଗର ଥାନା ହାଟୁଆରୀ ନିକଟ ରବିବାର ୨ଟାରେ ରାମିଆଳ ନଦୀରେ ବୁଡିଯାଇ ନାବାଳକ ମୃତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ହାଟୁଆରୀ ଗାଁକୁ ନିଜ ସମ୍ପର୍କିୟଙ୍କ ଘରକୁ ଆସିଥିବା ଯାଜପୁର ଅଞ୍ଚଳର ଜଣେ ନାବାଳକ ରାମିଆଳ ନଦୀରେ ଅସାବଧାନତା ପାଇଁ ବୁଡିଗଲେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
Read More News
T & CPrivacy PolicyContact Us