Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ମୁଖ୍ୟ ଡାକ ଘର ସମ୍ମୁଖରେ ସନ୍ଧିଗ୍ଧ କାର; ଲୋକ ଆତଙ୍କିତ

Anugul, Angul | Sep 11, 2025
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତଥା ମୁଖ୍ୟ ଡାକ ଘର ସମ୍ମୁଖରେ ସନ୍ଧିଗ୍ଧ କାର । ସୂଚନା ଯେ, ଆଜି କୁ ପାଖାପାଖି ୬ ଦିନ ହେଲାଣି ଅନୁଗୋଳ ମୁଖ୍ୟ ଡାକ ଘର ସମ୍ମୁଖରେ ଏକ କାର ଥିବା ଦେଖିବାକୁ ମିଳିଛି। ସେହି କାର ଟି ମାରୁତି ୱାଗନର ହୋଇଥିବା ବେଳେ ଗାଡ଼ି ର ନମ୍ବର OD 02 AG 5544 ଏହା ରହିଛି। ମୁଖ ଡାକ ଘର ସମ୍ମୁଖରେ ଥିବାରୁ ଡାକ ଘର କୁ ଯିବା ଆସିବା ପାଇଁ ଲୋକେ ହଇରାଣ ହେଉଛନ୍ତି। ଏହି କାର ଟିକୁ କିଏ ଏଠାରେ ରଖିଛି ତାହା ପ୍ରଶ୍ନ ବାଚି ସୁଷ୍ଟି କରିଛି ।
Read More News
T & CPrivacy PolicyContact Us