This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସରକାରୀ ଓକିଲ ଓ ତଦନ୍ତ କାରି ଅଧିକାରୀ ଙ୍କୁ ପୋଲିସ କମିସନର ଙ୍କ ଅଫିସରେ ସମ୍ବର୍ଦ୍ଧିତ କଲେ ପୋଲିସ କମିସନର
Bhubaneswar M Corp, Khordha | Sep 3, 2025
ସରକାରୀ ଓକିଲ ଓ ତଦନ୍ତ କାରି ଅଧିକାରୀ ଙ୍କୁ ପୋଲିସ କମିସନର ଙ୍କ ଅଫିସରେ ସମ୍ବର୍ଦ୍ଧିତ କଲେ ପୋଲିସ କମିସନର | ତ୍ୱରିତ ଦଣ୍ଡ ବିଧାନ ପାଇଁ ସରକାରୀ ଓକିଲ ଓ ତଦନ୍ତ କାରି ଅଧିକାରୀ ଙ୍କୁ ଆଜି 6.43ରେ ପୋଲିସ କମିସନର ଙ୍କ ଅଫିସରେ ସମ୍ବର୍ଦ୍ଧିତ କଲେ ପୋଲିସ କମିସନର | ବର୍ଷ ଆରମ୍ଭ ରୁ ଏପର୍ଯ୍ୟନ୍ତ 23ଟି ନାବାଳିକା ଦୁଷ୍କର୍ମ ମାମଲା ରେ ହୋଇଛି ଦଣ୍ଡ ବିଧାନ | ଏହାକୁ ଲଗାଇ ଏପର୍ଯ୍ୟନ୍ତ ଭୁବନେଶ୍ୱର କମିସନରେଟ ପୋଲିସରେ 61ଟି ଦଣ୍ଡାଦେଶ ହୋଇଛି | 113ଦିନ ମଧ୍ୟରେ ନୟାପଲି ଥାନାରେ ପ୍ରପଟି ଅଫେନ୍ସ ମାମଲା ରେ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣା ଯାଇଛି |