This browser does not support the video element.
ଓରିଏଣ୍ଟ: ଝାରସୁଗୁଡ଼ା ଜିଲ୍ଲା ଲଇକେରା ପୋଲିସ ହାତରେ ଧରା ପଡିଲା ଏକ ଚୋର ଗ୍ୟାଙ୍ଗ
Orient, Jharsuguda | Aug 22, 2025
ଝାରସୁଗୁଡ଼ା ଜିଲ୍ଲା ଲଇକେରା ପୋଲିସ ହାତରେ ଧରା ପଡିଲା ଏକ ଚୋର ଗ୍ୟାଙ୍ଗ l ଲଇକେରା ଥାନା ଅନ୍ତର୍ଗତ ତେଲିଡିହି ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରପୁର ସ୍କୁଲ, ଭୁଲିଆଡିହି ର ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଆଦି ସ୍ଥାନ ରୁ ଚୋର ମାନେ ଚୋରୀ କରିଥିଲେ l ଏନେଇ ଅଭିଯୋଗ ହେବା ପରେ ଲକେରା ପୋଲିସ ଏହି ଚୋର ଗ୍ୟାଙ୍ଗ କୁ ଗିରଫ କରିବା ସହିତ ବିଭିନ୍ନ ଚୋରି ସାମଗ୍ରୀ କୁ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ଉମେଶ ସମଦ୍, ସିଦ୍ଧାନ୍ତ ଲାକ୍ରା, ଈଶ୍ୱର କିସାନ ଓ କିରନ୍ କୁମାର କିସାନ୍ ବୋଲି ଲାଇକେରା ପୋଲିସ ଆଜି ଶୁକ୍ରବାର ରାତି ୮ ଟା ରେ ସୂଚନା ଦେଇଛି l