This browser does not support the video element.
ଯାଜପୁର: ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର
Jajapur, Jajpur | Aug 23, 2025
ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର,ସୁଦ୍ଧା ବିପଦ ସଂକେତ 18:33 ଉପରେ ପାଣି ପ୍ରବାହିତ l ଆଖୁଆପଦା ଠାରେ ବିପଦ ସଂକେତ 17:83ଥିବା ବେଳେ ଏବେ 18:33 ଉପରେ ପ୍ରବାହିତ ହେଉଥୁବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ସେପଟେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଦଶରଥପୁର, ବିଂଝାରପୁର ଓ କୋରେଇ ବ୍ଲକର ନଦୀକୁଳିଆ ଲୋକେ ଚିନ୍ତାରେ l