This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଜି ଓଡିଶା ସାଂସ୍କୃତିକ ସମାଜ ଠାରେ ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟ ଘାଟ ଅନୁଷ୍ଠିତ
Sambalpur M, Sambalpur | Aug 31, 2025
କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଜି ଓଡିଶା ସାଂସ୍କୃତିକ ସମାଜ ଠାରେ ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୂଳପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ କୈବଲ୍ୟ ସାହିତ୍ୟ ସଂସଦର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ l ଏହି ଅବସରରେ 10 ଟି ଜ଼ିଲ୍ଲା ରୁ କବି ଓ ସାହିତ୍ୟିକ ମାନେ ଯୋଗ ଦେଇ ନୂଆଖାଇକୁ ନେଇ ସେମାନେ ତାଙ୍କ କବିତା ପାଠ କରିଥିଲେ l