Download Now Banner

This browser does not support the video element.

କଣ୍ଟାମାଳ: ମନମୁଣ୍ଡା ଓ ପଲସାଗୋରା ଅଞ୍ଚଳରେ ପୋଲିସର କୋଟପା ଚଢାଉ, ବିପୁଳ ପରିମାଣର ଗୁଟଖା ଜବତ

Kantamal, Boudh (Bauda) | Sep 6, 2025
ଶନିବାର ଦିନ ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ମନମୁଣ୍ଡା ଓ ପଲସାଗୋରା ଅଞ୍ଚଳର ବିଭିନ୍ନ ଦୋକାନରେ କୋଟପା ଆଇନ ଅନୁଯାୟୀ ଚଢାଉ କରା ଯାଇଥିଲା l ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ନିକଟରେ ବିକ୍ରି ହେଉଥିବା 7 ଗୋଟି ଦୋକାନରୁ ବିପୁଳ ପରିମାଣର ତମାଖୁ ଓ ଗୁଟଖା ଜବତ କରିବା ସହ କୋଟପା ଆଇନର 24 ଧାରା ଓ ଭାରତୀୟ ନ୍ୟାୟ ସଂହିତାର 292 ଦଫାରେ ମାମଲା ରୁଜୁ କରା ଯାଇଥିବା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟା 6 ଘଣ୍ଟା ସମୟରେ ସୁଚନା ଦିଆଯାଇଛି l
Read More News
T & CPrivacy PolicyContact Us