This browser does not support the video element.
ଯାଜପୁର: ବୈତରଣୀ ଓ କାଣି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତରେ ପଶିଲା ନଦୀ ପାଣି,ସ୍ଥିତି ପରୀକ୍ଷିଲେ ପୂର୍ବତନ ବିଧାୟକ
Jajapur, Jajpur | Aug 24, 2025
ବୈତରଣୀ ଓ କାଣି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତରେ ପଶିଲା ନଦୀ ପାଣି,ସ୍ଥିତି ପରୀକ୍ଷିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ l ଗତ କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି l ଫଳରେ ବୈତରଣୀ ଓ କାଣି ନଦୀର ଜଳସ୍ତର ବୃଦ୍ଧି ହେଇ ଗତକାଲି ବିଳମ୍ବିତ ରାତିରେ ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତରେ ନଦୀ ପାଣି ପଶିଥିବା ଦେଖିବାକୁ ମିଳିଛି l ବିଶେଷ ଭାବରେ ନଦୀପାଣି ଚାଷ ଜମିରେ ପଶିଥିବା ଦେଖିବାକୁ ମିଳିଛି l ସେପଟେ ଆଜି ଖବର ପାଇବା ପରେ ବୋଟରେ ଯାଇ ନଦୀ ପାଣିରେ ପ୍ରବାହିତ ପଂଚାୟତ ଗୁଡିକୁ ପରିଦର୍ଶନ କରିଛନ୍ତି ଶ୍ରୀ ଦାସ l ଏଥିସହିତ ସମସ୍ୟ