Download Now Banner

This browser does not support the video element.

କାମାକ୍ଷାନଗର: ଆଲୁଅଝରଣ ନିକଟରେ ଗୁରୁବାର ୧୦ଟାରେ ରାସ୍ତା ତଳକୁ ଓଲଟିଲା ଟିପର ଅଳ୍ପକେ ବର୍ତିଲେ ଚାଳକ

Kamakshyanagar, Dhenkanal | Sep 4, 2025
ଆଲୁଅଝରଣ ନିକଟରେ ଗୁରୁବାର ୧୦ଟାରେ ରାସ୍ତା ତଳକୁ ଓଲଟିଲା ଟିପର ଅଳ୍ପକେ ବର୍ତିଲେ ଚାଳକ ।କମାକ୍ଷାନଗର ଢେଙ୍କାନାଳ ମୁଖ୍ୟରାସ୍ତା ଆଲୁଅଝରଣ ନିକଟରେ ଗୁରୁବାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟିପର ।ଟିପର ଏକ ଜମି ଭିତରେ ଓଲଟି ପଡିଲା ।ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତିଗଲେ ।
Read More News
T & CPrivacy PolicyContact Us