Download Now Banner

This browser does not support the video element.

ଧରାକୋଟ: ଧରାକୋଟ ତହସିଲ ରେ ପଟା ବଣ୍ଟନ କାର୍ଯ୍ୟକ୍ରମ

Dharakote, Ganjam | Sep 13, 2025
ରାଜ୍ଯ ସରକାରଙ୍କ ତରଫରୁ ସମସ୍ତ ସରକାରି କାର୍ଯ୍ୟଳୟ ଓ ସମସ୍ତ ବାସହୀନ ,ଭୂମିହୀନ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେହି କ୍ରମରେ ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅଧିନରେ ଥିବା 32 ଗୋଟି ବିଦ୍ୟାଳୟ ଓ 22 ଜଣ ବସୁନ୍ଧରା ହିତାଧୀକାରୀ ଙ୍କୁ ପଟା ବଣ୍ଟନ କରାଯାଇଛି । ଏହି ଅବସରରେ କାର୍ଯ୍ୟଳୟ ପରିସରରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ପ୍ରୋବେସନରି ଓ ଆର ଏସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us