This browser does not support the video element.
ରଣପୁର: ରାଜସୁନାଖଳା କଙ୍କାଳି ଦେବୀଙ୍କ ମନ୍ଦିର ପରିସରରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ
Ranapur, Nayagarh | Mar 24, 2024
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ରେଲୱେ ଷ୍ଟେସନ ନିକଟରେ ଥିବା କଙ୍କାଳି ଦେବୀଙ୍କ ମନ୍ଦିର ପରିସରରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ଛାମୁଆଁ କର୍ମୀ ମାନଙ୍କୁ ନିର୍ବାଚନ ପୂର୍ବରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ,ରଣପୁର ବ୍ଲକ୍ ବିଜୁ ଜନତା ଦଳର ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସମେତ ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନେ ଯୋଗଦେଇଥିଲେ।